Author: Purva Paksha

Hindenburg vs Donald Trump: ନିଜ ରିପୋର୍ଟକୁ ନେଇ ସାରାବିଶ୍ୱରେ ଚହଳ ସୃଷ୍ଟି କରିଥିବା ହିଣ୍ଡରାନବର୍ଗ କମ୍ପାନୀର ପ୍ରତିଷ୍ଠାତା ନାଥନ ଆଣ୍ଡରସନ କମ୍ପାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶ୍ନ ଉଠୁଛି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ସେ କାହିଁକି ଏହି ପଦକ୍ଷେପ ନେଇଥିଲେ। ସେମାନେ ଟ୍ରମ୍ପଙ୍କୁ ଡରୁଛନ୍ତି କି? ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବେ। କିନ୍ତୁ ହ୍ୱାଇଟD ହାଉସରେ ପହଞ୍ଚିବାର ମାତ୍ର ୩ ଦିନ ପୂର୍ବରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି ଏବଂ କିଛି ଲୋକ ବହୁତ ଖୁସି ଅଛନ୍ତି। ଆମେରିକୀୟ ସର୍ଟ ସେଲିଂ କମ୍ପାନି ହିଣ୍ଡେନବର୍ଗର ପ୍ରତିଷ୍ଠାତା ନାଥନ ଆଣ୍ଡରସନ୍ ଏହି ଆର୍ଥିକ ଗବେଷଣା ସଂସ୍ଥାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଯଦିଓ ହିଣ୍ଡେନବର୍ଗ ଗତ ୭ ବର୍ଷ ଧରି କାର୍ଯ୍ୟ କରୁଥିଲା, କିନ୍ତୁ ଆଦାନୀ ଗ୍ରୁପ୍ ଉପରେ ଅଭିଯୋଗ…

Read More