Author: Purva Paksha

Japan Discovers Rare Earth Minerals: ଏବେ ଆଉ ଗୋଟିଏ ଖବର ଆସିଛି, ଯାହା ଚୀନର ଚିନ୍ତା ବଢାଇ ଦେଇଛି। ଜାପାନ ସମୁଦ୍ର ଗର୍ଭରୁ ବିରଳ ଖଣିଜର ଏମିତି ଭଣ୍ଡାର ପାଇଛି,ଯାହାର ଆନୁମାନିକ ମୂଲ୍ୟ ହେଉଛି ୨୧,୬୦୯୫୬୬୯୭୫୦୦ ଟଙ୍କା। ମାନେ ପାଖାପାଖି 26 ବିଲିୟନ ଡଲାର। କିଛିଦିନ ତଳେ ଖବର ଆସିଥିଲା ଯେ, ପାକିସ୍ତାନକୁ ସୁନା ଭଣ୍ଡାର ମିଳିଛି। କୁହାଗଲା ଯେ ପାକିସ୍ତାନର ମାଟିତଳେ ଏତିକି ସୁନା ଅଛି ଯାହା ତାର ସବୁ କରଜ ଭରଣ କରିଦେବ। ଏହି ସୁନା ଭଣ୍ଡାର ଖବର ଆସିବା ପରେ ସାଉଦୀ ଆରବର ପାକିସ୍ତାନ ପ୍ରେମ ଉବୁକା ମାରିଥିଲା। ସାଉଦି ଆରବର କମ୍ପାନୀ ପାକିସ୍ତାନରେ ସୁନା ଖଣିରେ ପୁଞ୍ଜି ଖଟାଇବାକୁ ଇଛା ପ୍ରକାଶ କରିଥିଲେ। ଏବେ ସେହିଭଳି ଆଉ ଗୋଟିଏ ଖବର ଆସିଛି, ଯାହା ଚୀନର ଚିନ୍ତା ବଢାଇ ଦେଇଛି। ଜାପାନ ସମୁଦ୍ର ଗର୍ଭରୁ ବିରଳ ଖଣିଜର ଏମିତି ଭଣ୍ଡାର ପାଇଛି,ଯାହାର ଆନୁମାନିକ ମୂଲ୍ୟ ହେଉଛି…

Read More