Author: Purva Paksha

ଦେଶରେ ମଧ୍ୟବିତ୍ତ ପରିବାରଙ୍କ ଅସରନ୍ତି ସମସ୍ୟା। ଦିନକୁ ଦିନ ଦରବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ପରିବାରର ଲୋକ ହଇରାଣ ହରକତ ହେଉଥିବା ସମୟରେ ଧନୀ ଲୋକମାନେ ଲଗାତର ବିଳାସପୂର୍ଣ୍ଣ ଘର କିଣିବାରେ ଲାଗିପଡ଼ିଛନ୍ତି। ଗତ ୫ ବର୍ଷ ଭିତରେ ବିଶେଷ କରି କରୋନା ମହାମାରୀ ପରଠୁ ମଧ୍ୟବିତ୍ତ ପରିବାର ଉପରେ ଅନେକ ଚାପ ପଡ଼ିଛି। ଘରୋଇ ବଜେଟ୍ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ବିଳାସପୂର୍ଣ୍ଣ ଘର ଅର୍ଥାତ୍ ୩ କୋଟି ଟଙ୍କାରୁ ଅଧିକ ଦାମର ଘର ବିକ୍ରିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। କୋଭିଡ୍ ୧୯ ପରଠୁ ଲକ୍ସରୀ ଓ ଅଲ୍ଟ୍ରା-ଲକ୍ସରୀ ସମ୍ପତ୍ତିର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ରେ ବିଳାସପୂର୍ଣ୍ଣ ଘରର ବିକ୍ରିରେ ରେକର୍ଡ ପରେ ନିକଟରେ ଶେଷ ହୋଇଥିବା ବର୍ଷରେ ନୂଆ ରେକର୍ଡ ଦେଖିବାକୁ ମିଳିଛି। ରିୟଲ ଏଷ୍ଟେଟ୍ ସର୍ଭିସ୍ ଓ ଇନଭେଷ୍ଟମେଣ୍ଟ ଫର୍ମ CBREର ରିପୋର୍ଟ ଅନୁସାରେ ୨୦୨୪ରେ ବିଳାସପୂର୍ଣ୍ଣ ହାଉସିଂ କ୍ଷେତ୍ରରେ(୪ କୋଟି ଟଙ୍କା ବା ତଦୁର୍ଦ୍ଧ…

Read More