Author: Purva Paksha

Birthday Subhash Chandra Bose: ସ୍ୱାଧୀନତା ସଂଗ୍ରାମ ସମୟରେ ସୁଭାଷ ଚନ୍ଦ୍ର ବୋଷ ବାରମ୍ବାର ଆଜାଦ ହିନ୍ଦ ଫୌଜର ସହଯୋଗୀମାନଙ୍କୁ କହିଥିଲେ ଯେ ସେ ଦେଶକୁ ସ୍ୱାଧୀନ କରିବା ପରେ ହିମାଳୟ ଯିବାକୁ ଚାହୁଁଛନ୍ତି। ନେତାଜୀ କାହିଁକି ବାରମ୍ବାର ଏପରି କହୁଥିଲେ? ସ୍ୱାଧୀନତା ପରେ ଯୋଗୀ ହେବାକୁ ଚାହୁଁଥିଲେ ସୁଭାଷ ଚନ୍ଦ୍ର ବୋଷ ଧ୍ୟାନକୁ ନେତାଜୀ ନିଜ ଜୀବନର ପ୍ରକୃତ ଲକ୍ଷ୍ୟ ବୋଲି ଭାବୁଥିଲେ ସୁଭାଷ ବୋଷ ତନ୍ତ୍ର ସାଧନା ଓ ମନ୍ତ୍ର ଶକ୍ତିରେ ବିଶ୍ୱାସ କରୁଥିଲେ ନେତାଜୀଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ସନ୍ଦେହ ରହିଛି। ତାଇୱାନରେ ଯେଉଁ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ,ତାହା ମଧ୍ୟ ପ୍ରଶ୍ନ ଘେରରେ। ନେତାଜୀ ଜାଣିଶୁଣି ଅଜ୍ଞାତବାସରେ ଥିଲେ କିମ୍ବା ତାଙ୍କୁ ଲୁଚିବାକୁ ବାଧ୍ୟ କରାଯାଇଥିଲା ବୋଲି କୁହାଯାଏ। ସ୍ୱାଧିନତା ପ୍ରାପ୍ତି ପରେ ଅନେକଙ୍କର ବିଶ୍ୱାସ ଥିଲା ଯେ, ନେତାଜୀ ଦିନେ ନା ଦିନେ ଦେଶକୁ ଫେରିବେ। ନେତାଜୀଙ୍କୁ ନେଇ…

Read More