Author: Purva Paksha

BUDGET-2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଗତ ବଜେଟ୍‍ର ଶ୍ରେଷ୍ଠ ନଅଟି ପ୍ରାଥମିକତା ମଧ୍ୟରେ କୃଷି ଅନ୍ୟତମ ଥିଲା। ଏଥର କିଷାନ ସମ୍ମାନ ନିଧି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏହାଦ୍ୱାରା ଫସଲ ବୀମା ଯୋଜନାର ପରିସର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବେ। ଏଥର ପିଏମ କିଷାନ ୮,୦୦୦ ଟଙ୍କାକୁ କରାଯାଇପାରେ। ଏଥିସହ ଫସଲ ବୀମା ଯୋଜନାର ପରିସର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା। ଗତ ବଜେଟର ଶ୍ରେଷ୍ଠ ନଅଟି ପ୍ରାଥମିକତା ମଧ୍ୟରେ କୃଷି ଅନ୍ୟତମ ଥିଲା। ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦାବିରେ କୃଷକ ଆନ୍ଦୋଳନ ଚାଲିଥିବାବେଳେ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ୍‍ରେ ମଧ୍ୟ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫସଲ ବୀମା…

Read More