Author: Purva Paksha

Artificial Intelligence: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ କରାଯାଇଥିବା ଏକ ଦାବିକୁ ନେଇ ସଫ୍ଟୱେର କମ୍ପାନୀ ଓରାକଲର ମାଲିକ ଲାରୀ ଏଲିସନ ଏବେ ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ଆଲିସନ୍ କହିଛନ୍ତି ଯେ ଏଆଇ ସାହାଯ୍ୟରେ କର୍କଟ ଚିହ୍ନଟଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ସବୁକିଛି ମାତ୍ର ୪୮ ଘଣ୍ଟା ମଧ୍ୟରେ କରାଯାଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସ୍ୱାସ୍ଥ୍ୟ ଓ ବୈଷୟିକ ଦୁନିଆକୁ ଯେଉଁଭଳିଭାବେ ବଦଳାଉଛି ତାହା କାହାକୁ ଅଛପା ନୁହେଁ। ଏବେ ଏଆଇର ଚମତ୍କାର ବାବଦରେ ଆଉ ଗୋଟିଏ ବଡ଼ ଦାବି କରାଯାଉଛି। ଆଉ ଏଭଳି ଦାବି କରିଥିବା ବ୍ୟକ୍ତି କୌଣସି ଛୋଟମୋଟ ବ୍ୟକ୍ତି ନୁହଁନ୍ତି କି କେବଳ ଭାଇରାଲ ହେବା ପାଇଁ ଏମିତି ଦାବି କରିଛନ୍ତି। ଏଆଇ ସାହାଯ୍ୟରେ ମାତ୍ର ୪୮ ଘଣ୍ଟାରେ କ୍ୟାନସର ଚିହ୍ନଟ ଓ ଟିକାକରଣ ପ୍ରକ୍ରିୟା ସମ୍ଭବ ହେବ ବୋଲି ଓରାକଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଲାରି ଏଲିସନ୍ ଦାବି କରିଛନ୍ତି। ତେବେ ଏବେ ଆପଣଙ୍କ…

Read More