Author: Purva Paksha

IIT Madras Directors Cow Urine Statement: ଗୋମୂତ୍ରର ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଏବଂ ପାଚନ ଉପକାରୀତା ବିଷୟରେ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି କାମାକୋଟି ଦାବିରୁ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଏହାକୁ ନକଲି ବିଜ୍ଞାନ କହୁଥିବାବେଳେ କିଛି ଏହାକୁ ସମର୍ଥନ କରିଛନ୍ତି। ଗୋମୂତ୍ରର ଫାଇଦା ଦାବି କଲେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ନିର୍ଦ୍ଦେଶକ ଭି କାମାକୋଟିଙ୍କ ବୟାନକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି ·ଅନେକ ଲୋକ ଏହାକୁ ନକଲି ବିଜ୍ଞାନ ବୋଲି କହୁଛନ୍ତି ତ କେହି ସମର୍ଥନ କରିଛନ୍ତି ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି କାମାକୋଟି ଗୋମୂତ୍ରକୁ ନେଇ କରିଥିବା ଦାବିକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ଜାନୁଆରୀ ୧୫, ୨୦୨୫ରେ ସେ ଗୋମୂତ୍ରର ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଏବଂ ପାଚନ ଉପକାରିତା ବିଷୟରେ କହିଥିଲେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଗୋମୂତ୍ର ସେବନଦ୍ୱାରା ଇରିଟେବଲ ବାଉଲ ସିଣ୍ଡ୍ରୋମ (ଆଇବିଏ) ଭଳି ହଜମ ଜନିତ ସମସ୍ୟାର…

Read More