Author: Purva Paksha

SIP Investment Tips: ଏକ ବଡ଼ ପାଣ୍ଠି ଗଠନ କରିବା ପାଇଁ ଲୋକମାନେ ଅନେକ ଯୋଜନାରେ ନିବେଶ କରନ୍ତି। ତେବେ ବହୁ ଚେଷ୍ଟା ପରେ ବି ଅଳ୍ପ ଟଙ୍କା ବିନିଯୋଗ କରି ବଡ଼ ପାଣ୍ଠି ସୃଷ୍ଟି କରିପାରୁନାହାନ୍ତି। ଏବଂ ଯଦି ଆପଣ ଏହାକୁ ତିଆରି କରନ୍ତି, ତେବେ ଏଥିପାଇଁ ବହୁତ ସମୟ ଲାଗିଥାଏ। ଯଦି ଆପଣ ଏସଆଇପି ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି ତେବେ ଆପଣ ଦିନକୁ ୫୦ ଟଙ୍କା ସଞ୍ଚୟ କରି ଅନ୍ୟ ସ୍କିମ୍ ତୁଳନାରେ କମ୍ ସମୟ ମଧ୍ୟରେ କୋଟିପତି ହୋଇପାରିବେ। ଅନେକ ଲୋକ ନିବେଶ ପାଇଁ ବିଭିନ୍ନ ବିକଳ୍ପ ବ୍ୟବହାର କରିଥାନ୍ତି। କେହି ଫିକ୍ସଡ ଡିପୋଜିଟରେ ନିବେଶ କରନ୍ତି ତ ଆଉ କିଏ ଅନ୍ୟ ସ୍କିମରେ ନିବେଶ କରନ୍ତି। ପ୍ରତ୍ୟେକ ଯୋଜନାର ରିଟର୍ଣ୍ଣ ପ୍ରାୟ ଅଲଗା ଅଲଗା ଅଟେ। ଏମିତି ଏକ ଉପାୟ ମଧ୍ୟ ରହିଛି ଯେଉଁଥିରେ ଆପଣ ୫୦ ଟଙ୍କା ସଞ୍ଚୟ କରି କୋଟିପତି…

Read More