Author: Chinmaya Senapati

STAND WITH TRUTH

ଏଯାଏଁ ପାଣ୍ଡିଆନ ମାର୍କା ଅଧିକାରୀ ଚଳାଉଛନ୍ତି ମୋହନ ସରକାର । କେବଳ ପ୍ରଶାସନିକ କ୍ଷେତ୍ର ନୁହଁ ଆଇନ ଶୃଙ୍ଖଳା ବିଶୈଷ କରି ଯେଉଁ ବିଭାଗରେ ଟଙ୍କା ପଇସା କାରବାର ଅଛି । ଯେଉଁ ବିଭାଗ ହାତରେ ପୁରା ପୋଲିସ ସିସଟମର ପୋଷ୍ଟିଂ ଏବଂ ଟ୍ରାନ୍ସଫରିଂର ଭାର ଅଛି ସେ ବିଭାଗରେ ଏମାନେ ହୋଇଛନ୍ତି ସର୍ବେସର୍ବା । ଏମିତି ଦୁଇ ଆଇପିଏସ ଅଫିସରଙ୍କ କଥା ଆଜି ମୁଁ ଆପଣଙ୍କୁ କହିବି ଯେଉଁମାନେ ଏବେ ମୋହନ ସରକାରଙ୍କ ଆଇନ ଶୃଙ୍ଖଳାକୁ ପାଣ୍ଡିଆନଙ୍କ ଇସାରରେ ଚଳାଉଥିବା କଥା ଚର୍ଚ୍ଚା ହେଉଛି । https://www.youtube.com/watch?v=JMsB38IBTRo ଏହି ଦୁଇ ଅଫିସର୍ ୫ ବର୍ଷରୁ ଅଧିକ ସମୟ ଧରି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ବସିଛନ୍ତି। ଆଶ୍ଚର୍ଯ୍ୟ କଥା ପୋଲିସ ବିଭାଗରେ IIC ଠୁ ନେଇ ପୋଲିସ ଡ଼ିଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବଦଳି ସାରିଲାଣି ହେଲେ ଏହି ଦୁଇ ବାବୁ କାହିଁକି ଗାଦି ମାଡିବସିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।…

Read More