Author: Chinmaya Senapati

STAND WITH TRUTH

ଆଦାନୀ, ଆଦାନୀ, ଆଦାନୀ। ସକାଳ ସଞ୍ଜ ଯାଏଁ ରାଜ୍ୟର ସୋସିଆଲ ମିଡିଆଠୁ ନେଇ ନିଉଜ ପେପର ଯାଏଁ ସବୁଠି ଗୋଟିଏ କଥା; ଆଦାନୀ। ସବୁଠି ଗୋଟିଏ ନେରେଟିଭ କରାଯାଉଛି କି ଆଦାନୀ ପାଇଁ କାଳେ ମହାପ୍ରଭୁଙ୍କ ରଥ ଗଡ଼ିଲାନି। ଏଠି ଆମେ କହିଦେବାକୁ ଚାହୁଁ ଯେ କେଉଁ ଆଦାନୀ କି ଅମ୍ବାନୀ ଆମର ଗୁଆ ଦିଆ ବନ୍ଧୁ ନୁହନ୍ତି। ଆମେ ବାସ ରାଜ୍ୟରେ ଚାଲିଥିବା ନ୍ୟାରେଟିଭର ଫ୍ୟାକ୍ଟ ଚେକ କରିବା ପାଇଁ ଏ ଖବରକୁ ଆପଣଙ୍କ ସମ୍ନାକୁ ଆଣୁଛୁ। ମିଛରେ କେମିତି ଆଦାନୀକୁ ନେଇ ରାଜ୍ୟ ସରକାରଙ୍କୟୁ ବଦନାମ କରାଯାଉଛି ତାକୁ ଟିକେ ବିଶ୍ଳେଷଣ କରିବାକୁ ଚାହୁଁଛୁ। ଆପଣଙ୍କୁ କ’ଣ ଲାଗୁଛି ସତରେ ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକି ଗଲା। କ’ଣ ସତରେ ଆଦାନୀକୁ ଖୁସି କରିବା ପାଇଁ ସରକାର ଏମିତି ପଦକ୍ଷେପ ନେଲେ। ଆପଣ ବିଶ୍ୱାସ କରିବେନି ଏବେ ରାଜ୍ୟରେ ଅନେକ ସାଧାରଣ ଲୋକ ଏବେ ଏଇଆ ହିଁ…

Read More