Author: Chinmaya Senapati

STAND WITH TRUTH

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବେ ଆଉ କାଳେ ମୁଖ୍ୟମନ୍ତ୍ରୀଙ୍କ କଣ୍ଟ୍ରୋଲରେ ନାହାନ୍ତି। ଇସ୍ତଫା ଦେବା କଥା କହିଲେ ଚିଡ଼ି ଯାଇଉଛନ୍ତି ଆଇନ ମନ୍ତ୍ରୀ। ନିଜର ଅଦୃଶ୍ୟ ଗୁରୁଙ୍କ ଆଦେଶରେ ମୋହନଙ୍କୁ ଅକଳରେ ପକାଇବାକୁ ସବୁ ପ୍ରକାର ଯୋଜନା କରିଛନ୍ତି ମନ୍ତ୍ରୀ ମହାଶୟ। ରାଜ୍ୟରେ ଆଇନ ମନ୍ତ୍ରୀ ଆଉ ମୋହନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ମହାପ୍ରଭୁଙ୍କ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ପାଇଁ ହରଡଘଣାରେ ଏବେ ମୋହନ ସରକାର। ସେ ପାସ୍‍ ବାଣ୍ଟିବା କଥା ହେଉ କି ରଥଟଣା ନ ହେଇପାରିବା ଘଟଣା ଏବଂ ଦଳାଚକଟାରେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ହେଉ ସବୁକିଛି ପାଇଁ ଏବେ ଲୋକଙ୍କ ଆଗରେ ଦୟୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦଳାଚକଟାରେ ଲୋକଙ୍କ ଜୀବନ ଯିବାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରିସାରିଲେଣି। ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଅବ୍ୟବସ୍ଥା ପାଇଁ ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ପୁରୀ…

Read More