Author: Samir Rout

richest beggar: ବିଶ୍ୱର ସବୁଠାରୁ ଧନୀ ଭିକାରି ଭାବେ ପରିଗଣିତ ଭରତ ଚତୁର ବୁଦ୍ଧି ବଳରେ ଅମାପ ସମ୍ପତ୍ତି ଅର୍ଜନ କରିଛନ୍ତି। ଅନେକ ସମ୍ପତ୍ତିର ମାଲିକ ହାସଲ କରିବା ସତ୍ତ୍ୱେ, ବ୍ୟକ୍ତି ଜଣକ ଭିକ୍ଷାବୃତ୍ତି ଜାରି ରଖିଛନ୍ତି, ଯଦିଓ ତାଙ୍କ ପରିବାର ଏବେ ଚାହୁଁଛନ୍ତି ଯେ ସେ ବନ୍ଦ କରନ୍ତୁ। ମୁମ୍ବାଇର ଏହି ଭିକାରିଙ୍କର ୭.୫ କୋଟି ଟଙ୍କାର ସମ୍ପତ୍ତି ରହିଛି ମାସିକ ୭୦ ହଜାର ରୋଜଗାର କରନ୍ତି ୨ଟି ଆପାର୍ଟମେଣ୍ଟ, ଦୋକାନର ମାଲିକ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ଏବଂ ଆଜାଦ ମୈଦାନ ସମେତ ମୁମ୍ବାଇର କେତେକ ବ୍ୟସ୍ତବହୁଳ ସ୍ଥାନରେ ଜଣେ ବ୍ୟକ୍ତି ନିୟମିତ ଭିକ ମାଗୁଥିବା ଦେଖିବାକୁ ମିଳେ। ମୁମ୍ବାଇ ସହରର ପ୍ରତ୍ୟକ ବାସନ୍ଦା ସେହି ଭିକାରିଙ୍କୁ ଚିହ୍ନନ୍ତି। ଏବେ ସେ ସାରା ଭାରତରେ ପରିଚିତ ହୋଇସାରିଛନ୍ତି। କାରଣ ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ଭିକାରି ଭାବେ ଗଣନା କରାଯାଉଛି। ଏହି ବ୍ୟକ୍ତିଙ୍କ ନାମ ଭରତ ଜୈନ।…

Read More