Author: Samir Rout

six in first over of a test: ଘରୋଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଓଭରରେ ଇଂଲଣ୍ଡ ଓପନର ଜାକ୍ କ୍ରାଉଲି ଛକା ମାରିଥିଲେ। କୌଣସି ମ୍ୟାଚ୍‍ର ପ୍ରଥମ ଓଭରରେ ଛକା ମାରିଥିବା ବ୍ୟାଟରଙ୍କ ତାଲିକାେର କ୍ରାଉଲି ସ୍ଥାନ ପାଇଥିଲେ। ତେବେ ଆପଣ ଜାଣନ୍ତି, କ୍ରାଓଲିଙ୍କ ଭଳି କେତେ ଜଣ ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟର ପ୍ରଥମ ଓଭରରେ ଏଭଳି ଛକା ମାରିଛନ୍ତି? ଗତ ୬ରୁ ୧୦ ତାରିଖ ମଧ୍ୟରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ବେସିନ୍ ରିଜର୍ଭରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଷଷ୍ଠ ବଲ୍ ରେ ଇଂଲଣ୍ଡ ଓପନର ଜାକ୍ କ୍ରାଉଲି ଭେଟେରାନ ପେସ ବୋଲର ଟିମ୍ ସାଉଦିଙ୍କୁ ଛକା ମାରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଟେଷ୍ଟ କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ ମାତ୍ର ୨ଥର ପ୍ରଥମ ଓଭରରେ ଛକା ମରାଯାଇଛି। ନଭେମ୍ବର ୨୦୧୨ରେ ମୀରପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଟେଷ୍ଟର ପ୍ରଥମ…

Read More