Author: NAZMEEN PARWEEN

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଂଗଠନ ମଧ୍ୟରୁ ଅନ୍ୟତମ ବ୍ରିକ୍ସ (BRICS)ର ସମ୍ପ୍ରସାରଣ ପରେ ଏବେ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତି? କାରଣ ଏଠାରେ ପ୍ରଥମ ଥର ପାଇଁ ନୂଆ ସଦସ୍ୟ ଭାବେ ଇରାନ, ୟୁଏଇ, ଏବଂ ଇଜିପ୍ଟ ଭଳି ଦେଶ ଏକାଠି ବସିବେ। ବିଶେଷ କରି ଇରାନ ଏବଂ ୟୁଏଇ ମଧ୍ୟରେ ଥିବା ସମ୍ପର୍କ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଉପରେ ଭାରତର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ସାରା ବିଶ୍ୱର ନଜର। ଆଜି ଆମେ ଏହି ଭିଡିଓରେ ବିଶ୍ଳେଷଣ କରିବା, କିପରି ଭାରତ ଏହି ସଙ୍କଟ ସମୟରେ ଜଣେ ‘ବିଶ୍ୱବନ୍ଧୁ’ ଭାବେ ଉଭା ହୋଇଛି।” ବ୍ରିକ୍ସର ସମ୍ପ୍ରସାରଣ ଓ ଭାରତର ନେତୃତ୍ୱ ବ୍ରିକ୍ସ ସଂଗଠନରେ ପୂର୍ବରୁ ଭାରତ, ଚୀନ, ବ୍ରାଜିଲ, ରୁଷ ଏବଂ ଦକ୍ଷିଣ ଆଫ୍ରିକା ରହିଥିଲେ। କିନ୍ତୁ ଏବେ ଏହାର ପରିସର ବଢ଼ିଛି।…

Read More