Author: NAZMEEN PARWEEN

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। କିନ୍ତୁ ଏହି ଚର୍ଚ୍ଚା ଭିତରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଏକ ଲେଖା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ‘ଦ ହିନ୍ଦୁ’ ଖବରକାଗଜରେ ସେ ଏକ ଆର୍ଟିକିଲ୍ ଲେଖି କହିଛନ୍ତି ଯେ, ସରକାର ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାରେ ବହୁତ ଜଲଦି ବା ଶୀଘ୍ରତା କରୁଛନ୍ତି। ତାଙ୍କ ମତରେ ସରକାରଙ୍କୁ ସର୍ବଦଳୀୟ ବୈଠକ ଡାକିବା ଉଚିତ୍, ସର୍ବସାଧାରଣରେ ବିତର୍କ ପାଇଁ ସମୟ ଦେବା ଉଚିତ୍ ଏବଂ ତା’ପରେ ଯାଇ ବିଲ୍ ଆଣିବା ଉଚିତ୍। କିନ୍ତୁ ପ୍ରଶ୍ନ ଉଠୁଛି, ଆଉ କେତେ ସମୟ ଦରକାର? ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଉ କେତେ ଦଶନ୍ଧିର ବିତର୍କ ଆବଶ୍ୟକ? ଯେଉଁ ସୋନିଆ ଗାନ୍ଧୀ ୨୦୨୩ରେ କହୁଥିଲେ ଯେ ବିଲ୍‌କୁ ତୁରନ୍ତ ଲାଗୁ କରାଯାଉ, ସେ ଆଜି କାହିଁକି କହୁଛନ୍ତି ଯେ ସରକାର ଜଲଦି କରୁଛନ୍ତି? ଆଜି ଆମେ ଏହି…

Read More