Author: NAZMEEN PARWEEN

ଭାରତୀୟ ଗଣତନ୍ତ୍ରର ଇତିହାସରେ ବିରୋଧୀ ଦଳ ନେତା ପଦର ଏକ ସ୍ୱତନ୍ତ୍ର ଗାରିମା ରହିଛି। ସଂସଦ ଭିତରେ ଶାସକ ଦଳକୁ ପ୍ରଶ୍ନ କରିବା ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଦେଶର ନୀତି ନିର୍ଦ୍ଧାରଣରେ ସହାୟକ ହେବା ଏହି ପଦର ମୁଖ୍ୟ ଉଦ୍ଦେଶ୍ୟ। ଅତୀତରେ ଆମେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପାୟୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବିରୋଧୀ ଦଳ ଆସନରେ ବସିବାର ଦେଖିଛୁ। ସେମାନଙ୍କ ଶାଣିତ ଯୁକ୍ତି ଓ ବୌଦ୍ଧିକ ଗାମ୍ଭୀର୍ଯ୍ୟ ସଂସଦର ମର୍ଯ୍ୟାଦାକୁ ବୃଦ୍ଧି କରୁଥିଲା। କିନ୍ତୁ ବର୍ତ୍ତମାନର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଚରଣ ଓ ଉଚ୍ଚାରଣ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶାର ରାଜନୈତିକ ଗଳିରେ ତୁଳନାତ୍ମକ ଭାବେ ଚର୍ଚ୍ଚା ହେଉଛି ଯେ— ରାହୁଲ ଗାନ୍ଧୀ କଣ ସ୍ୱର୍ଗତ ପ୍ରଦୀପ ମହାରଥୀ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ଏକ ‘ଅର୍ବାନ ଭର୍ସନ’ (Urban Version)? ଏବେ ଭାରତୀୟ ସଂସଦରେ ଏପରି…

Read More