Author: NAZMEEN PARWEEN

ରାଜନୀତି ମଞ୍ଚରେ ପୁଣି ଗରମ ହେଉଛି ଓଡିଶାର ପରିସ୍ଥିତି। ପଶ୍ଚିମବଙ୍ଗରେ ଯେପରି ଭୋଟର ଲିଷ୍ଟ ନେଇ ରାଜନୈତିକ ତର୍କ ବଢ଼ିଥିଲା, ସେହି ପରି ଏବେ ଓଡିଶାରେ ମଧ୍ୟ SIR (Special Intensive Revision) ପ୍ରକ୍ରିୟାକୁ ନେଇ ବିବାଦ ତିବ୍ର ହୋଇଯାଇଛି। ଏବଂ ଏହି ବିବାଦର କେନ୍ଦ୍ରବିନ୍ଦୁରେ ଆସିପଡ଼ିଛି ବିଜେଡି ଓ ତାଙ୍କର ନେତୃତ୍ୱ। ଭୋଟର ଲିଷ୍ଟରୁ ପ୍ରାୟ ୯ ଲକ୍ଷ ୮୦ ହଜାର ନାମ କଟାଯାଇଥିବା ଖବର ସାମ୍ନାକୁ ଆସିବା ସହିତ ବିଜେଡି ଶିବିରରେ ଚିନ୍ତାର ଲହରୀ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ତତ୍କାଳ ହସ୍ତକ୍ଷେପ ଚାହିଁଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରକ୍ରିୟାରେ ଅନେକ ଯୋଗ୍ୟ ଭୋଟରଙ୍କ ନାମ ଭୁଲରେ କଟିଯାଇଥାଇପାରେ, ଯାହା ଲୋକତନ୍ତ୍ର ପାଇଁ ଗୁରୁତର ଆପତ୍ତିଜନକ ଅବସ୍ଥା। ସସ୍ମିତ ପାତ୍ରଙ୍କ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ— “ଓଡିଶାର…

Read More