Author: NAZMEEN PARWEEN

ଆଜିକାଲି ଦୁନିଆରେ ଯୁଦ୍ଧ କେବଳ ସୀମାରେ ଲଢ଼ାଯାଉନି, ବରଂ କୂଟନୀତି ଏବଂ ଗୁପ୍ତ ଚିଠି ମାଧ୍ୟମରେ ମଧ୍ୟ ଲଢ଼ାଯାଉଛି। ପାକିସ୍ତାନର ସେହି ରହସ୍ୟ, ଯାହାକୁ ଆର୍ମି ଚିଫ୍ ଅସିମ ମୁନୀର ଦୁନିଆ ଆଗରୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। କାହିଁକି ଇରାନକୁ ନେଇ ପାକିସ୍ତାନ ଭିତରେ ବିଦ୍ରୋହର ନିଆଁ ଜଳୁଛି? କାହିଁକି ଆସିମ ମୁନୀର ନିଜ ଦେଶର ସିଆ ସମ୍ପ୍ରଦାୟର ଧର୍ମଗୁରୁମାନଙ୍କୁ ଧମକ ଦେଉଛନ୍ତି? କେବଳ ସେତିକି ନୁହେଁ, ଯେଉଁଥିରେ ଇରାନର ବଡ଼ ବଡ଼ ନେତାମାନେ ନିଜ ସୁପ୍ରିମ୍ ଲିଡରଙ୍କୁ କହିଛନ୍ତି – “ବସ୍, ଆଉ ହେବନି, ଆମ ଅଣ୍ଟା ଭାଙ୍ଗିଗଲାଣି।”  ପାକିସ୍ତାନରେ ସେନ୍ସରସିପ୍ ଏବଂ ନ୍ୟୁୟର୍କ ଟାଇମ୍ସର ବ୍ଲାଙ୍କ ପେଜ୍ ସର୍ବପ୍ରଥମେ କଥା ହେବା ପାକିସ୍ତାନର ସେନ୍ସରସିପ୍ ବିଷୟରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାକିସ୍ତାନରେ ପ୍ରକାଶିତ ‘ନ୍ୟୁୟର୍କ ଟାଇମ୍ସ’ର ଏକ ପୃଷ୍ଠା ସମ୍ପୂର୍ଣ୍ଣ ଖାଲି ଛଡ଼ାଯାଇଥିଲା। କାହିଁକି? କାରଣ ସେହି ଆର୍ଟିକିଲରେ ପାକିସ୍ତାନର ଆର୍ମି ଚିଫ୍ ଆସିମ ମୁନୀରଙ୍କ…

Read More