Author: NAZMEEN PARWEEN

ଆଜି ଆମେ ଆଲୋଚନା ଏକ ଏମିତି ବିଷୟ ଉପରେ, ଯାହା କେବଳ ପଶ୍ଚିମବଙ୍ଗର ରାଜନୀତି ନୁହେଁ… ଭାରତୀୟ ଲୋକତନ୍ତ୍ରର ମାନସିକତାକୁ ମଧ୍ୟ ଦୋହଲାଇ ଦେଇଛି। ୨୦୨୬ ଓ ୨୦୨୧ର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଯେଉଁ ପୋଷ୍ଟ ପୋଲ୍ ହିଂସା ଦେଖାଗଲା, ସେଥିରେ ଅନେକ ଲୋକ ମୃତ୍ୟୁବରଣ କଲେ, ଶତାଧିକ ଲୋକ ଘରଛାଡ଼ା ହେଲେ, ଏବଂ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଦେଶକୁ ଅସ୍ଥିର କରିଦେଲା। ଏହି ହିଂସାକୁ ନେଇ ଅନେକ ଲେଖା, ଅନେକ ରିପୋର୍ଟ, ଅନେକ ରାଜନୈତିକ ଭାଷଣ ଆସିଲା। କିନ୍ତୁ ଏକ ଶବ୍ଦ ବିଶେଷ ଭାବେ ଚର୍ଚ୍ଚାରେ ଆସିଲା — “ଗୋପାଳ ପାଠା”। କିଏ ଥିଲେ ଗୋପାଳ ପାଠା ? କାହିଁକି ୧୯୪୬ର ଡାଇରେକ୍ଟ ଆକ୍ସନ ଡେ ସହ ୨୦୨୧ର ବଙ୍ଗ ହିଂସାକୁ ତୁଳନା କରାଗଲା ? କାହିଁକି ବଙ୍ଗର ରାଜନୀତିରେ ହିଂସା ଏତେ ଗଭୀର ? ଏବଂ ସବୁଠୁ ବଡ଼ ପ୍ରଶ୍ନ… ଲୋକତନ୍ତ୍ରରେ କେବେ ଏମିତି ପରିସ୍ଥିତି ଆସେ…

Read More