Author: NAZMEEN PARWEEN

ନ୍ୟାୟରେ ବିଳମ୍ବ ମାନେ ନ୍ୟାୟର ଅସ୍ୱୀକାର। ଏହି ପ୍ରସିଦ୍ଧ କଥାବାର୍ତ୍ତା ଭାରତୀୟ ନ୍ୟାୟ ବ୍ୟବସ୍ଥାର ପରିପ୍ରେକ୍ଷୀରେ ବାରମ୍ବାର ଉଚ୍ଚାରିତ ହୋଇଥାଏ। କିନ୍ତୁ ଯେତେବେଳେ ଦେଢ଼ ଦଶନ୍ଧି ଧରି ଏକ ମାମଲା ବିଚାରାଧୀନ ରହେ, ତଦନ୍ତରୁ ଆରମ୍ଭ କରି ଚାର୍ଜଫ୍ରେମ ପର୍ଯ୍ୟନ୍ତ ଦୀର୍ଘ ବିଳମ୍ବ ହୁଏ, ଏବଂ ଶେଷରେ ମାମଲାକୁ ରଦ୍ଦ କରାଯାଏ—ସେତେବେଳେ ପ୍ରଶ୍ନ ଉଠିଥାଏ, ଏହା ନ୍ୟାୟର ଜୟ କି ପ୍ରଣାଳୀର ବିଫଳତା? ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କ ବିରୋଧରେ ୨୦୧୦ ମସିହାରେ ରୁଜୁ ହୋଇଥିବା କୋଇଲା ବଣ୍ଟନ ଅନିୟମିତତା ସମ୍ପର୍କିତ ଭିଜିଲାନ୍ସ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ରାୟ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ନୁହେଁ- ଏହା ରାଜନୀତି, ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଏକ ବଡ଼ ଚର୍ଚ୍ଚାର ଦ୍ୱାର ଖୋଲିଦେଇଛି। ୨୦୦୮-୦୯ ଓ ୨୦୦୯-୧୦ ଆର୍ଥିକ ବର୍ଷରେ ଓସିସିଏଫ (OCCF) ପକ୍ଷରୁ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଏମଏସଏମଇ (MSME) ଖାତାରେ…

Read More