Author: NAZMEEN PARWEEN

AMCA: ଭାରତର ପ୍ରଥମ ସ୍ୱଦେଶୀ ଷ୍ଟେଲ୍ଥ ଫାଇଟର ଜେଟ୍ ଦିଗରେ ବଡ଼ ସଫଳତା ଭାରତର ରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଏକ ବଡ଼ ମାଇଲସ୍ଟୋନ୍ ଭାବେ ଦେଖାଯାଉଥିବା AMCA (Advanced Medium Combat Aircraft) ପ୍ରକଳ୍ପ ଏବେ ନୂଆ ଗତି ପାଇଛି। ଭାରତ ନିଜର ପ୍ରଥମ ସ୍ୱଦେଶୀ Fifth Generation Stealth Fighter Jet ତିଆରି ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗତ ସଫଳତା ହାସଲ କରିଥିବା ସୂଚନା ମିଳିଛି। ବିଶେଷକରି ଷ୍ଟେଲ୍ଥ ବିମାନର ସବୁଠୁ ଜଟିଳ ପ୍ରାଯୁକ୍ତିକ ଚ୍ୟାଲେଞ୍ଜ ମନାଯାଉଥିବା ଇଞ୍ଜିନ୍ ଏୟାର୍‌ ଇନ୍‌ଟେକ୍ ସିଷ୍ଟମରେ ଭାରତୀୟ ବୈଜ୍ଞାନିକମାନେ ସଫଳତା ପାଇଥିବା ଖବର ଆସିଛି। କଣ ହେଉଛି AMCA? AMCA ବା Advanced Medium Combat Aircraft ହେଉଛି ଭାରତର ପ୍ରଥମ ସ୍ୱଦେଶୀ Fifth Generation Stealth Fighter Jet ପ୍ରକଳ୍ପ। ଏହାକୁ ଏମିତି ଭାବେ ଡିଜାଇନ୍ କରାଯାଉଛି ଯାହା ଶତ୍ରୁ ରାଡାରରୁ ଅଧିକାଂଶ ସମୟ ଲୁଚିପାରିବ, ଶତ୍ରୁ ଅଞ୍ଚଳକୁ ଗୁପ୍ତ ଭାବରେ ପ୍ରବେଶ…

Read More