Author: NAZMEEN PARWEEN

 ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍‌କୁ ନେଇ ଇରାନ-ଓମାନ ମେଣ୍ଟ, ଭାରତୀୟ ବନ୍ଧୁଙ୍କୁ ମିଳିଲା ସୁରକ୍ଷାର ଗ୍ୟାରେଣ୍ଟି ବିଶ୍ୱ ରାଜନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ (Strait of Hormuz) କୁ ନେଇ ଇରାନ ଏବେ ଏକ ନୂଆ ରଣନୈତିକ ବୋମା ଫୋପାଡ଼ିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଜଳପଥର ନିୟନ୍ତ୍ରଣ ଏବଂ ଭବିଷ୍ୟତ କେବଳ ଇରାନ ଏବଂ ଓମାନ ହିଁ ସ୍ଥିର କରିବେ। ଏହି ବୟାନ ମାଧ୍ୟମରେ ଇରାନ ପରୋକ୍ଷରେ ଆମେରିକା ଏବଂ ନାଟୋ ଦେଶମାନଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। ତେବେ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଇରାନ ଭାରତକୁ ନିଜର ସବୁଠୁ ବିଶ୍ୱସ୍ତ ବନ୍ଧୁ ଭାବେ ସମ୍ବୋଧିତ କରି ଶକ୍ତି ସୁରକ୍ଷା ନେଇ ଆଶ୍ୱାସନା ଦେଇଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍‌ର ରଣନୈତିକ ଗୁରୁତ୍ୱ ପାରସ୍ୟ ଉପସାଗରର ପ୍ରବେଶ ଦ୍ୱାର ଭାବେ ପରିଚିତ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ହେଉଛି ବିଶ୍ୱର…

Read More