Author: NAZMEEN PARWEEN

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଆଗାମୀ ଦିନରେ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି। ସପ୍ତମ ବେତନ କମିଶନର ୧୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏବେ ଅଷ୍ଟମ ବେତନ କମିଶନ (8th Pay Commission) ଗଠନ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ଗଣମାଧ୍ୟମ ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟମ ବେତନ କମିଶନ ଲାଗୁ ହେଲେ କର୍ମଚାରୀଙ୍କ ମୌଳିକ ଦରମାରେ ପ୍ରାୟ ୩୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ଏହା ସହିତ ଫିଟମେଣ୍ଟ ଫ୍ୟାକ୍ଟର ଏବଂ ଭତ୍ତା କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ସଂସ୍କାର ହେବାର ସମ୍ଭାବନା ରହିଛି। କାହିଁକି ଜରୁରୀ ଅଷ୍ଟମ ବେତନ କମିଶନ? ଭାରତ ସରକାର ପ୍ରତି ୧୦ ବର୍ଷରେ ଏକ ବେତନ କମିଶନ ଗଠନ କରି କର୍ମଚାରୀଙ୍କ ଦରମା ଢାଞ୍ଚାକୁ ସମୀକ୍ଷା କରିଥାନ୍ତି। ବର୍ତ୍ତମାନର ମହଙ୍ଗା ମାଡ଼ ଏବଂ କ୍ରମବର୍ଦ୍ଧିଷ୍ଣୁ ଜୀବନଧାରଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି କର୍ମଚାରୀ…

Read More