Author: NAZMEEN PARWEEN

“ଆଜି ନିର୍ବାଚନ ହେଲେ ବିଜେପି ୩୦ରୁ କମ୍ ଆସନ ପାଇବ” — ଆଭ୍ୟନ୍ତରୀଣ ବୈଠକରେ ଉଠିଥିବା ଚର୍ଚ୍ଚା ନେଇ ରାଜନୈତିକ ମହଲରେ ହଳଚଳ ଓଡ଼ିଶା ବିଜେପି ଭିତରେ ଏକ ଆଭ୍ୟନ୍ତରୀଣ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ମନ୍ତ୍ରୀ, ବିଧାୟକ ଏବଂ ସଂଗଠନୀୟ ନେତାମାନଙ୍କ କାର୍ଯ୍ୟଶୈଳୀକୁ ନେଇ ଦଳୀୟ ହାଇକମାଣ୍ଡ ଅସନ୍ତୋଷ ପ୍ରକାଶ କରିଥିବା କଥା ରାଜନୈତିକ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଏକ ଆଭ୍ୟନ୍ତରୀଣ ସର୍ଭେରେ ଦଳର ସମ୍ଭାବ୍ୟ ନିର୍ବାଚନୀ ପ୍ରଦର୍ଶନକୁ ନେଇ ଯେଉଁ ଆକଳନ ସାମ୍ନାକୁ ଆସିଛି, ତାହା ଶାସକ ଦଳ ମଧ୍ୟରେ ଚିନ୍ତା ବଢ଼ାଇଦେଇଛି। ସୂତ୍ର ଅନୁସାରେ, ବିଜେପିର ଜାତୀୟ ସଭାପତି ନୀତିନ ନବୀନ ଗତ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ଦଳର ବରିଷ୍ଠ ପଦାଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ସେ ରାଜ୍ୟ ସରକାର ଓ ସଂଗଠନର ବର୍ତ୍ତମାନ ସ୍ଥିତିକୁ ନେଇ…

Read More