Author: NAZMEEN PARWEEN

‘କକ୍ରୋଚ୍ ଜନତା ପାର୍ଟି’ ଟ୍ରେଣ୍ଡକୁ ନେଇ ଚର୍ଚ୍ଚା: ଯୁବପିଢ଼ିର ଆକ୍ରୋଶ ନା ରାଜନୈତିକ ରଣନୀତି?; ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ‘CJP’ କ୍ୟାମ୍ପେନକୁ ନେଇ ବଢ଼ିଲା ପ୍ରଶ୍ନ ସୁପ୍ରିମକୋର୍ଟର ଏକ ଟିପ୍ପଣୀ ପରେ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଥିବା “କକ୍ରୋଚ୍ ଜନତା ପାର୍ଟି” (CJP) ଟ୍ରେଣ୍ଡ ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ବେରୋଜଗାରୀ, ପେପର୍ ଲିକ୍ ଏବଂ ନିଟ୍ (NEET) ପରୀକ୍ଷାକୁ ନେଇ ଅସନ୍ତୋଷ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଅନଲାଇନ୍ ଅଭିଯାନ ଅତ୍ୟଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ସମର୍ଥନ ପାଇଥିବା ଦେଖାଯାଉଛି। ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ “ଆମେ କକ୍ରୋଚ୍” ନାରା ସହ ଚାଲୁଥିବା ଏହି ଅଭିଯାନ ଯୁବପିଢ଼ିର ହତାଶା ଓ ଆକ୍ରୋଶର ପ୍ରତୀକ ଭାବେ ଦେଖାଯାଉଥିବାବେଳେ, ଏହା ପଛରେ କୌଣସି ରାଜନୈତିକ ରଣନୀତି ରହିଛି କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କେମିତି ଆରମ୍ଭ ହେଲା ଟ୍ରେଣ୍ଡ? ସୁପ୍ରିମକୋର୍ଟରେ ଫେକ୍…

Read More