Author: NAZMEEN PARWEEN

ଦିଲ୍ଲୀ ଜିମଖାନା କ୍ଲବ୍ ବିବାଦ: ୨୭ ଏକର ଜମିକୁ ନେଇ କେନ୍ଦ୍ର ସରକାର ଓ ଏଲିଟ୍ ବର୍ଗ ମଧ୍ୟରେ ଟଣାଟଣି; ଲୁଟିୟନ୍ସ ଦିଲ୍ଲୀର ଐତିହାସିକ କ୍ଲବ୍ ଉପରେ କେନ୍ଦ୍ରର କଡ଼ା ପଦକ୍ଷେପ, ମାମଲା ପହଞ୍ଚିଲା ହାଇକୋର୍ଟରେ ଦେଶର ରାଜଧାନୀ ଦିଲ୍ଲୀର ଅତ୍ୟନ୍ତ ପ୍ରଭାବଶାଳୀ ଅଞ୍ଚଳ ଲୁଟିୟନ୍ସ ଦିଲ୍ଲୀରେ ଅବସ୍ଥିତ ୧୧୩ ବର୍ଷ ପୁରୁଣା ଦିଲ୍ଲୀ ଜିମଖାନା କ୍ଲବ୍‌କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ପ୍ରାୟ ୨୭ ଏକର ଜମି ଉପରେ ଗଢ଼ିଉଠିଥିବା ଏହି ଐତିହାସିକ କ୍ଲବ୍‌କୁ କେନ୍ଦ୍ର ସରକାର ଖାଲି କରିବା ପାଇଁ ନୋଟିସ୍ ଜାରି କରିଥିବାବେଳେ, ଏହାକୁ ନେଇ ଦିଲ୍ଲୀର ଭିଆଇପି ଏବଂ ଉଚ୍ଚବିତ୍ତ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ସରକାର ଜାତୀୟ ସୁରକ୍ଷା ଓ ପବ୍ଲିକ ସେଫ୍ଟିର କାରଣ ଦେଖାଇଥିବାବେଳେ, କ୍ଲବ୍ କର୍ତ୍ତୃପକ୍ଷ ଏବଂ ଏହାର ସଦସ୍ୟମାନେ ଏହାକୁ ଦେଶର ସାମାଜିକ ଓ କ୍ରୀଡ଼ା ଐତିହ୍ୟ ଉପରେ ଆଘାତ ବୋଲି କହୁଛନ୍ତି। କେନ୍ଦ୍ର ସରକାରଙ୍କ ନୋଟିସ୍ ପରେ…

Read More