Author: NAZMEEN PARWEEN

ଆଜି ଓଡ଼ିଶାର ପ୍ରତିଟି ସାଧାରଣ ଜନତାଙ୍କ ମନରେ ଏକ ବଡ଼ ପ୍ରଶ୍ନ। ଆପଣଙ୍କ ମନରେ, ମୋ ମନରେ, ସମସ୍ତଙ୍କ ମନରେ ଏବେ ଗୋଟିଏ ଆଶଙ୍କା ଘୂରି ବୁଲୁଛି। ପ୍ରଶ୍ନଟି ହେଉଛି— ଓଡ଼ିଶାର ରାଜନୀତିରେ ଏ ଯେଉଁ ନିଶବ୍ଦତା, ଏ ଯେଉଁ ଚୁପ୍‌ଚାପ୍ ପରିବେଶ ଦେଖାଯାଉଛି, ଏହା କଣ କୌଣସି ଏକ ବଡ଼ ଝଡ଼ତୋଫାନ ଆସିବାର ପୂର୍ବ ସଙ୍କେତ କି? ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି, ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ କାହିଁକି ଗଲେ? ତାଙ୍କ ଦିଲ୍ଲୀ ଗସ୍ତ ପଛର ପ୍ରକୃତ କାରଣ କ’ଣ? କଣ ଏମିତି ଭିତର ସଙ୍କଟ ସୃଷ୍ଟି ହୋଇଛି, ଯାହା ବିଜେଡି ନେତାଙ୍କ ମୁଣ୍ଡକୁ ପୁରା ଖରାପ କରିଦେଲାଣି? ଏମିତି ଅନେକ ପ୍ରଶ୍ନ ଓଡ଼ିଶାର ରାଜନୀତିକ ବାତାବରଣରେ ଉଡୁଛି ଏବଂ ପ୍ରତିଟି ପ୍ରଶ୍ନର ଚେର ଯାଇ ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି। ସେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସେହି…

Read More