Author: NAZMEEN PARWEEN

ଓଡ଼ିଶାର ରାଜନୀତିରେ ଏବେ ଚାଲିଛି ଏକ ନିରବ ତୁଫାନ। ବାହାରୁ ସବୁ କିଛି ଶାନ୍ତ ଲାଗୁଥିଲେ ମଧ୍ୟ, ବିଜେଡି ଭିତରେ ନେତୃତ୍ୱକୁ ନେଇ ଚାଲିଛି ଟାଣାଟଣି, ଅନ୍ତର୍ଦ୍ୱନ୍ଦ୍ୱ ଏବଂ ଅସ୍ପଷ୍ଟତା। କିଏ ପୂରଣ କରିବ ସସ୍ମିତ ପାତ୍ରଙ୍କ ସ୍ଥାନ? ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ବେଳେ ଦଳର ଭିତରୁ ଯେଉଁ ସଙ୍କେତ ଆସୁଛି, ସେଗୁଡ଼ିକ ଅଧିକ ଚିନ୍ତାଜନକ। ଏବେ ମାନସ ମଙ୍ଗରାଜ ଏବଂ ସନ୍ତୃପ୍ତ ଙ୍କ ମଧ୍ୟରେ କିଏ ବେଶୀ ଚାଟୁକାର ତାକୁ ନେଇ ଟଣା ଓଟରା ଚାଲିଛି ? କିଏ ବାଜି ନେବ ସସ୍ମିତଙ୍କ ଜାଗା ତାକୁ ଆରମ୍ଭ ହୋଇଗଲାଣି ଶୀତଳ ଯୁଦ୍ଧ , ତେବେ ଖାଲି ଏ ଦୁଇ ଜଣ ନୁହେ ବିଜେଡ଼ିର ସବୁ ସାଂସଦ ଙ୍କ ନଜର ଏ ଆସନ ଉପରେ ଅଛି , ତେବେ ଆମେ ପ୍ରଥମେ ଯଦି ଦେବାଶୀଷ ସାମନ୍ତରାୟଙ୍କୁ ନେଇ କଥା ହୁଏ ତେବେ ତାଙ୍କର ରାଜନୈତିକ ଅଭିଜ୍ଞତା ନିଶ୍ଚୟ ଅଧିକ। ଦଳର…

Read More