Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ପ୍ରଶ୍ନ ସୃଷ୍ଟି ହୋଇଛି—ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀକୁ ଘେରିବା ପାଇଁ କ’ଣ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା ତାଙ୍କ ନିଜର ଦେଶପ୍ରେମ ଏବଂ ରାଜନୈତିକ ଦୂରଦୃଷ୍ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ପ୍ରସଙ୍ଗର ମୂଳଦୁଆ ଏବଂ ସିଜେପି (CJEP) ବିବାଦ ପ୍ରଥମେ ଜାଣିବା ଦରକାର, ଏହି ସମଗ୍ର ବିବାଦର କେନ୍ଦ୍ରବିନ୍ଦୁରେ କେଉଁମାନେ ଅଛନ୍ତି? ଗତ କିଛି ମାସ ହେଲା ଆମେରିକାର କିଛି ଭାରତ ବିରୋଧୀ ତତ୍ତ୍ୱଙ୍କ ଇସାରାରେ ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବା ପାଇଁ ଏକ ଅପଚେଷ୍ଟା ଚାଲିଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ‘ସିଜେପି’ ନାମକ ଏକ ସଂଗଠନର କିଛି ଯୁବକଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହି ସଂଗଠନର ଦ୍ୱୟ ନେତା—୨୮ ଓ ୩୧ ବର୍ଷ ବୟସ୍କ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା—ଏକ…

Read More