Author: NAZMEEN PARWEEN

ଗୋଟିଏ ପଟେ ଦେବାଳିଆ ହୋଇଯାଇଥିବା ପାକିସ୍ତାନର ଅର୍ଥନୀତି ଆଇସିୟୁରେ ପଡ଼ିଛି, ଆଉ ଅନ୍ୟପଟେ ୱାଶିଂଟନ୍‌ର ହ୍ୱାଇଟ୍ ହାଉସ୍‌ରେ ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନୀର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ଙ୍କର ଏକ ଅଜବ ଛବି ଏବେ ବିଶ୍ୱ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆସିମ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏପରି ଭାବରେ ଠିଆ ହୋଇଥିଲେ, ଯେମିତି ଜଣେ ଚାକର କିମ୍ବା ବଟ୍‌ଲର ନିଜ ମାଲିକ ଆଗରେ ନିଜର ସବୁକିଛି ବାଢ଼ି ଦେଉଛି। କାହିଁକି ଆମେରିକାର ଆଖି ପାକିସ୍ତାନର ମାଟି ତଳେ ଲୁଚି ରହିଥିବା ‘ରେୟାର୍ଥ ମିନେରାଲ୍ସ’ ବା ଦୁର୍ଲଭ ଖଣି ସମ୍ପଦ ଉପରେ ପଡ଼ିଛି? କାହିଁକି ୭ ଲକ୍ଷ କୋଟି ଡଲାରର ଏହି ମୂଲ୍ୟବାନ ସମ୍ପଦକୁ ହାତେଇବା ପାଇଁ ଆମେରିକା ପାକିସ୍ତାନକୁ ବ୍ୟବହାର କରୁଛି? ଏବଂ ସବୁଠୁ ବଡ଼ କଥା ହେଲା, ଯେଉଁ ଜମିରେ ଏହି ସମ୍ପଦ ରହିଛି, ସେଗୁଡ଼ିକ ପ୍ରକୃତରେ ପାକିସ୍ତାନର ନୁହେଁ ବରଂ…

Read More