Author: Sarasinee Subudhi

ରିଜର୍ଭ ବ୍ୟାଙ୍କ ନିକଟରେ ରେପୋ ରେଟରେ ୫୦ ବେସିସ ପଏଣ୍ଟର ହ୍ରାସ କରିଛି। ଏହାଦ୍ୱାରା କେଉଁଠି ଖୁସି ତ କେଉଁଠି ଦୁଃଖର ମାହୋଲ ଦେଖାଯାଉଛି। ସୁଧ ହାର ହ୍ରାସରୁ ଋଣ ନେଉଥିବା ଲୋକେ ଖୁସି ଥିବା ବେଳେ ଏଫଡିରେ ନିବେଶ କରୁଥିବା ଲୋକେ ନିରାଶ ଦେଖାଯାଉଛନ୍ତି। ଆସଲରେ, ସୁଧ ହାର ହ୍ରାସରୁ ସମସ୍ତ ପ୍ରକାରର ଋଣ (ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ଆଦି) ଶସ୍ତା ହୋଇଛି। ତେବେ ଏହାର ପ୍ରଭାବ ଏଫଡି ଭଳି ନିବେଶ ଯୋଜନା ଉପରେ ମଧ୍ୟ ପଡ଼ିଛି। ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ୧୦୦ ବେସିସ ପଏଣ୍ଟର ହ୍ରାସ କରିସାରିଛି। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ଆହୁରି ହ୍ରାସ କରିପାରେ। ଏପରି ସ୍ଥିତିରେ ଯେଉଁଠାରେ ଋଣ ନେଉଥିବା ଲୋକଙ୍କୁ ଆହୁରି ଆଶ୍ୱାସ୍ତି ମିଳିବ,ଅନ୍ୟପକ୍ଷରେ ନିବେଶ ଯୋଜନାଗୁଡ଼ିକ ବିପଦରେ ପଡ଼ିପାରେ। ରେପୋ ରେଟ ହ୍ରାସ… ନୂଆ…

Read More