Author: Sarasinee Subudhi

ଦୀର୍ଘ ପନ୍ଦର ଦିନ ରୁ ଉର୍ଦ୍ଧ୍ବ ହେବ ବ୍ରିଟେନ ନୌସେନା ର ଏକ F35 ଯୁଦ୍ଧ ବିମାନ କେରଳର ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଫସିକି ରହିଛି। ଏମର୍ଜେନ୍ସୀ ଲ୍ୟାଣ୍ଡିଂ ପାଇଁ ଯେତେବେଳେ ଅନୁମତି ମାଗିଲା ତ ସେତେବେଳେ ଇନ୍ଧନ ସରିଛି ବୋଲି କୁହାଗଲା। କିନ୍ତୁ ଜଣାପଡ଼ିଲା ସେଥିରେ ଇନ୍ଧନ ଥିଲା। ପରେ ଖରାପ୍ ପାଗ, ଯାନ୍ତ୍ରିକ ତ୍ରୁଟି ଏମିତି ଯାବତୀୟ କାହାଣୀ କୁହାଗଲା। ପ୍ରକୃତରେ ସେ ବିମାନ କୁଆଡେ଼ କ’ଣ ପାଇଁ ଆସିଥିଲା ତାକୁ ନେଇ ଆନେକ ସଂଶୟ ରହିଛି, ଆନେକ ପ୍ରଶ୍ନ ଉଠୁଛି। ଉକ୍ତ ବିମାନ ଆମେରିକାର ସବୁଠୁ ଅତ୍ୟାଧୁନିକ ବିମାନ। ତାକୁ କୌଣସି ରାଡାର ଧରି ପାରିବ ନାହିଁ। କିନ୍ତୁ ତାକୁ ଭାରତୀୟ ବାୟୁସେନାର ରାଡାର ଧରିନେଲା। ବିମାନ କୁ ଲକ୍ କଲାପରେ ବାଧ୍ୟ ହୋଇ ଏମର୍ଜେନ୍ସୀ ଲ୍ୟାଣ୍ଡିଂ କରଗଲା। ତାକୁ ଯେତେବେଳେ ହେଙ୍ଗରରେ ରଖିବାକୁ କୁହାଯାଇଥିଲା ସେଥିରେ ବ୍ରିଟେନ ରାଜି ହେଲାନାହିଁ। ପାଇଲଟ୍ ବର୍ଷାରେ ବି ସେ…

Read More