Author: Sarasinee Subudhi

ବଦଳିଛି ସରକାର ହେଲେ ବଦଳି ପାରି ନାହାନ୍ତି ବାବୁ ବାବୁଆଣୀ। ଏବେ ରାଜ୍ୟ ପ୍ରଶାସନରେ କାମ କମ ତେଲମରା ଅଧିକ ଚାଲିଛି ବୋଲି ହେଉଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ନିକଟର ହେବାକୁ ଚାଲିଛି ବଡ଼ ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରି ବାହାବାହା ନେବକୁ କେମିତି ଯୋଜାନା କରିଛନ୍ତି ଆଇଏଏସ ଅଧିକାରୀ ଏହି ଆଲେଖ୍ୟ ପଢି ଆପଣ ଜାଣି ପାରିବେ। ରାଜ୍ୟରେ ସମସ୍ୟା ମାଳମାଳ ଆଉ ସରକାରଙ୍କ ପ୍ରତିଶ୍ରୁତି ଫାଳଫାଳ ହୋଇଥିବା ବେଳେ କିପରି ସରକାରଙ୍କ ଗୁଣଗାନ ହେଉଛି ଏହାକୁ ପଢିଲା ପରେ ଜାଣିବାକୁ ବାକି ରହିବ ନାହିଁ ନିଶ୍ଚୟ। ଆଜିର ବିଶ୍ୱରେ, ତଥ୍ୟ ଅଭୂତପୂର୍ବ ହାରରେ ବୃଦ୍ଧି ପାଉଛି ଏବଂ ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଯେତେବେଳେ ତଥ୍ୟ ମୂଲ୍ୟବାନ ସୂଚନାରେ ପରିଣତ ହୁଏ, ଏହା ଜୀବନକୁ ଉନ୍ନତ କରିପାରିବ, ଅର୍ଥନୀତିକୁ ବୃଦ୍ଧି କରିପାରିବ, ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିପାରିବ ଏବଂ ଜୀବନର…

Read More