Author: Sarasinee Subudhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫ୍ରିକୀୟ ଦେଶ ଘାନାରେ ପହଞ୍ଚିବେ। ସେ ସେଠାରେ ୩ ଜୁଲାଇ ପର୍ଯ୍ୟନ୍ତ ରହିବେ। ତିନି ଦଶନ୍ଧି ମଧ୍ୟରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଘାନା ଗସ୍ତ। ଆପଣ ଜାଣିଛନ୍ତି କି ଘାନାରେ ଜଣେ ପ୍ରସିଦ୍ଧ ହିନ୍ଦୁ ସନ୍ଥ ଥିଲେ, ଯାହାଙ୍କ ନାମ ଘାନା ଦେଶର ନାମ ଅନୁସାରେ ସ୍ୱାମୀ ଘନାନନ୍ଦ ସରସ୍ୱତୀ ରଖାଯାଇଥିଲା। ସେ ଘାନାରେ ଏକ ଆଫ୍ରିକୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସ୍ଥାନୀୟ ଘାନାଇ ଧର୍ମରେ ବଢ଼ିଥିଲେ। ପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରି ସାଧୁ ହୋଇଥିଲେ। ସେ ଏହି ଦେଶରେ ହିନ୍ଦୁ ଧର୍ମର ବ୍ୟାପକ ପ୍ରଚାର କରିଥିଲେ, ଅନେକ ମନ୍ଦିର ନିର୍ମାଣ କରିଥିଲେ। ତାଙ୍କ ପ୍ରଭାବରେ ଘାନାରେ ହଜାର ହଜାର ଲୋକ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ତାଙ୍କର ପୂରା କାହାଣୀ ଅତ୍ୟନ୍ତ ରୋଚକ। ଆସନ୍ତୁ ଜାଣିବା ସେହି ଆଫ୍ରିକୀୟ ସନ୍ଥଙ୍କ ବାବଦର,ଯିଏ ଭାରତ ଆସି ପାଲଟିଥିଲେ ଘାନାର…

Read More