Author: Sarasinee Subudhi

ଯେତେବେଳେ ଦୁର୍ଯୋଧନ ଜନ୍ମ ନେଲା, ସେତେବେଳେ ଗଧମାନେ ଚିତ୍କାର କରିବା ଆରମ୍ଭ କଲେ। ବିଲୁଆ ଓ ପେଚା ମଧ୍ୟ ସେମାନଙ୍କ ଦେଖାଦେଖି ଚିତ୍କାର କରିବା ଆରମ୍ଭ କରିଥିଲେ, ଏହା ଦେଖି ସମସ୍ତେ ଭୟଭୀତ ହୋଇଗଲେ। ଲୋକମାନେ ଭାବିଲେ ଯେ ଏହା କୌଣସି ବଡ଼ ଅଶୁଭ ଘଟଣାର ଲକ୍ଷଣ। ଯେତେବେଳେ ଜ୍ୟୋତିଷମାନେ ତୁରନ୍ତ ଜାତକ ବାହାର କରି ଗ୍ରହ ନକ୍ଷତ୍ରର ଗଣନା କଲେ, ସେତେବେଳେ ସେମାନେ ଭୟଭୀତ ହେଲେ । ସେମାନେ ହସ୍ତିନାପୁରର ରାଜା ଧୃତରାଷ୍ଟ୍ରଙ୍କୁ କହିଲେ ଯେ ଆପଣ ଏହି ପୁତ୍ରଠାରୁ ମୁକ୍ତି ପାଆନ୍ତୁ। ଏହାକୁ ଜଙ୍ଗଲକୁ ଯାଇ ଛାଡ଼ି ଆସନ୍ତୁ। ତେବେ ଧୃତରାଷ୍ଟ୍ର ଜ୍ୟୋତିଷଙ୍କ କଥା ଶୁଣିନଥିଲେ । ପରେ ଜ୍ୟୋତିଷୀମାନେ ଯେଉଁ ବିନାଶର ଭବିଷ୍ୟବାଣୀ କରିଥିଲେ ତାହା ସତ୍ୟ ହେଲା। ଆସନ୍ତୁ ଭଲ ଭାବେ ଜାଣିବା ଦୁର୍ଯୋଧନର ଜନ୍ମ ସମୟରେ କେଉଁ କେଉଁ ଭୟଙ୍କର ଘଟଣା ଘଟିଥିଲା। ବ୍ୟାସ ଗାନ୍ଧାରୀଙ୍କୁ ଶହେ ପୁତ୍ରର ବର ଦେଇଥିଲେ। ଗାନ୍ଧାରୀ ଠିକ୍…

Read More