Author: Sarasinee Subudhi

ଓଡ଼ିଶା ପାଲଟିଛି ତାଲିବାନ ଆଉ ଏଠି ପ୍ରେମ କରିବା ମହାପାପ । ପ୍ରେମ କରିବ ତ ବଳଦ ହେବ, ହଳ କରିବ ଆଉ ଗାଁରୁ ବାଛନ୍ଦ ହୋଇ ରହିବ। ଆମେ ଏମିତି କାହିଁକି କହୁଛୁ ଆପଣ ଏହି ଆଲେଖ୍ୟ ପଢିବା ପରେ ଜାଣିପାରିବେ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଞ୍ଜାମଯୋଡି ଗାଁରେ ପ୍ରେମୀ ଯୁଗଳଙ୍କ କାନ୍ଧରେ ଜୁଆଳି ପକାଇ ଜମିରେ ହଳ କରିବା ଘଟଣାର ଦୁଇଦିନ ପରେ କୋରାପୁଟ ନାରାୟଣପାଟଣାରୁ ସମାନ ଘଟଣା ସାମ୍ନାକୁ ଆସିଛି । ଦେଖିବାକୁ ମିଳିଛି ପ୍ରେମୀ ଯୁଗଳଙ୍କ ଉପରେ ତାଲିବାନୀ ଶାସନର ଆଉ ଏକ ଝଲକ । ବେକରେ ଶକ୍ତ ଜୁଆଳିର ବୋଝ ବୋହି ଲଙ୍ଗଳ ଧରି ଟାଣି ଟାଣି ନେଇଛନ୍ତି ଯୁବକ ଯୁବତୀ। ପ୍ରେମୀ ଯୁଗଳଙ୍କ କାନ୍ଧରେ ପଶୁଭଳି ଜୁଆଳି ପକେଇ ବୁଲେଛନ୍ତି ଗାଁ ଲୋକେ। ତିନି ଦିନ ବ୍ୟବଧାନରେ ଏଭଳି ଦୁଇ ଦୁଇ ଟି ଅମାନବୀୟ ଘଟଣା ପ୍ରମାଣ କରିଦେଉଛି ଓଡ଼ିଶାରେ ଏବେ…

Read More