Author: Sarasinee Subudhi

ବର୍ତ୍ତମାନ ସମୟରେ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଲଟିଛି, କିନ୍ତୁ ଏହା ନାଗରିକତା ପ୍ରମାଣ ପାଇଁ ଆବଶ୍ୟକ କାଗଜପତ୍ର ନୁହେଁ । ତେବେ ଆପଣ ଆଧାର କାର୍ଡ ବିନା କେମିତି ନିଜ ନାଗରିକତା ପ୍ରମାଣ କରିପାରିବେ ଆସନ୍ତୁ ଜାଣିବା। ଭାରତୀୟ ନିର୍ବାଚନ ଆୟୋଗ (ECI) ଏକ ସାମ୍ପ୍ରତିକ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଆଧାର ଭାରତୀୟ ନାଗରିକତାର ଏକ ବୈଧ ପ୍ରମାଣ ନୁହେଁ। ତେଣୁ, ଭାରତରେ ଆପଣଙ୍କର ନାଗରିକତା ପ୍ରମାଣ କରିବା ପାଇଁ ଆପଣ ଏଠାରେ ଦିଆଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକ ଦାଖଲ କରିପାରିବେ… ଏହି ତାଲିକାରେ ଜନ୍ମ ପ୍ରମାଣପତ୍ର ଏବଂ ଅନ୍ୟ କିଛି ପ୍ରମାଣ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ବାରମ୍ବାର ସ୍ପଷ୍ଟ କରିଛନ୍ତି ଯେ ଆଧାର କାର୍ଡ, ଯାହା ଭାରତର ଗୁରୁତ୍ୱପୂର୍ଣ୍ଣ ଏବଂ ମୌଳିକ ଦଲିଲ ମଧ୍ୟରୁ ଗୋଟିଏ, ଏହା ନାଗରିକତାର ପ୍ରମାଣ ନୁହେଁ। ଏହା ସହିତ, ଡକ୍ୟୁମେଣ୍ଟର ପ୍ରତ୍ୟେକ କପିରେ ଏକ ନୋଟ୍ ଅଛି ଯାହା…

Read More