Author: Sarasinee Subudhi

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ବଡ ଖବର। ୮ମ ବେତନ କମିଶନ ଲାଗୁ ପାଇଁ ସରକାରୀ କର୍ମଚାରୀ ବେଶ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ଯାହା ସେମାନଙ୍କର ଦରମା ଏବଂ ପେନସନକୁ ଉଲ୍ଲେଖନୀୟ ଭାବରେ ସଂଶୋଧନ କରିବାକୁ ଯାଉଛି। ଆମ୍ବିଟ୍ କ୍ୟାପିଟାଲର ଏକ ସାମ୍ପ୍ରତିକ ରିପୋର୍ଟ ଏହି ଆଶାକୁ ଆହୁରି ବୃଦ୍ଧି କରିଛି, ପାରିଶ୍ରମିକରେ ୩୦-୩୪% ବୃଦ୍ଧି ଆକଳନ କରାଯାଇଛି ଏଥିରେ। ଯଦି ଆକଳନ ଅନୁଯାୟୀ କାର୍ଯ୍ୟକାରୀ କରାଯାଏ, ତେବେ ଏହି ସଂଶୋଧିତ ଦରମା ସରଞ୍ଚନା ୨୦୨୬ କିମ୍ବା ୨୦୨୭ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି, ଯାହା ରାଜକୋଷ ଉପରେ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପକାଇବ। ପ୍ରତି ଦଶନ୍ଧିରେ, ପ୍ରତିରକ୍ଷା କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ସରଞ୍ଚନା ସମୀକ୍ଷା ଏବଂ ସଂଶୋଧନ କରିବା ପାଇଁ ଏକ କମିଶନ ଗଠନ କରାଯାଏ;…

Read More