Author: Sarasinee Subudhi

ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଭାବରେ ତାଙ୍କ ପାଞ୍ଚ ବର୍ଷ ପୂରଣ ଅବସରରେ ବୁଧବାର ଦିଲ୍ଲୀର ଗାନ୍ଧୀ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନୋଜ ସିହ୍ନା କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ନିପାତ କରାଯିବ। ଆକ୍ରମଣ ପଛର ଉଦ୍ଦେଶ୍ୟ ସମ୍ପର୍କରେ ଉପରାଜ୍ୟପାଳ ସିହ୍ନା କହିଛନ୍ତି ଯେ ଏହା “ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବା ଏବଂ ରାଜ୍ୟର ଶାନ୍ତି ଏବଂ ବ୍ୟବସାୟିକ କାର୍ଯ୍ୟକଳାପକୁ ବାଧା ଦେବା” ପାଇଁ ଲକ୍ଷ୍ୟ ରଖି କରାଯାଇଛି, ଯାହା ଦ୍ୱାରା ପାକିସ୍ତାନ ପୁଣି ଥରେ ଆତଙ୍କବାଦୀ ନିଯୁକ୍ତି ଆରମ୍ଭ କରିପାରିବ”। “ଆତଙ୍କବାଦ ପାକିସ୍ତାନର ରାଷ୍ଟ୍ର ନୀତି ହୋଇଛି ଏବଂ ଏହା ଆରମ୍ଭରୁ ଏହାର ଡିଏନଏରେ ଅଛି… , ୧୯୪୭ ପରବର୍ତ୍ତୀ ଆତଙ୍କବାଦ ନୀତିକୁ ଜମ୍ମୁ ଓ କାଶ୍ମୀର ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ବ୍ୟବହାର କରିଛି।…

Read More