Author: Sarasinee Subudhi

ଭାରତର ଏକ ଅଞ୍ଚଳ ହେଉଛି ତ୍ରାବଣକୋର। ସେଠାକାର ଉଚ୍ଚ ଜାତିର ବ୍ରାହ୍ମଣ ନାୟାର ମହିଳାମାନେ ଗୋଟିଏ ସମୟରେ ଅନେକ ପୁରୁଷ ସହ ସମ୍ପର୍କ ରଖୁଥିଲେ। ଏହି ସମାଜର ଶକ୍ତି କେନ୍ଦ୍ର ମାତୃସତ୍ତାତ୍ମକ ଥିଲା । ପରିବାରରେ ପିତାଙ୍କର ମୁଖ୍ୟ ଭୂମିକା ରହୁନଥିଲା । ମହିଳାମାନେ ଜୀବନରେ କେବଳ ଥରେ ବିବାହ କରୁଥିଲେ, କିନ୍ତୁ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖୁଥିଲେ, ଯାହାକୁ ସମ୍ବନ୍ଧମ୍ କୁହାଯାଉଥିଲା। ଯାହା ଗୋଟିଏ ସମୟରେ କେବେ ଆପତ୍ତିଜନକ ଲାଗୁ ନଥିଲା, କାରଣ ଏହା ସେମାନଙ୍କ ପରମ୍ପରାର ଏକ ଅଂଶ ଥିଲା। ଏହା ଏକ ପ୍ରକାରର ମୁକ୍ତ ବିବାହ ପ୍ରଥା ଥିଲା, ଯେଉଁଥିରେ ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ ମହିଳାଙ୍କ ଜୀବନରେ ଯେତେ ପୁରୁଷ ଆସିବେ, ସେମାନେ ବ୍ରାହ୍ମଣ କିମ୍ବା ସମକକ୍ଷ ଉଚ୍ଚ ଜାତିର ହେବେ। ଯଦିଓ ଭାରତୀୟ ସମାଜର ଅଧିକାଂଶ ଅଂଶ ପିତୃସତ୍ତାକ ଢାଞ୍ଚା ଉପରେ ଆଧାରିତ ଥିଲା, ଯେଉଁଠି ବିବାହ, ପରିବାର ଓ ସମ୍ପତ୍ତି…

Read More