Author: Sarasinee Subudhi

ଏହା ବଙ୍ଗଳାରେ ଘଟିଥିବା ୧୮୮୯ ମସିହାର କଥା। ସେତେବେଳେ ଫୁଲମଣି ଦାସ ନାମକ ଜଣେ ୧୦ ବର୍ଷୀୟା ମୂକ ଏବଂ ବଧିର ଝିଅଙ୍କ ବିବାହ ୩୫ ବର୍ଷୀୟା ହରିଚୂର୍ଣ୍ଣ ମୋୖତିଙ୍କ ସହ ହୋଇଥିଲା । ବିବାହର ମାତ୍ର ୧୩ ଘଣ୍ଟା ପରେ ଫୁଲମଣିଙ୍କ ମୃତ୍ୟୁ ହୋଇଥିଲା। ଜଣାପଡିଥିଲା ଯେ ବିବାହ ରାତିରେ ଫୁଲମଣିଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ଅଙ୍ଗ ଏପର୍ଯ୍ୟନ୍ତ ଯୌନ ସମ୍ପର୍କ ପାଇଁ ପ୍ରସ୍ତୁତ ହୋଇନଥିଲା। ଏପରି ପରିସ୍ଥିତିରେ, ବଳପୂର୍ବକ ଯୌନ ସମ୍ପର୍କ ଯୋଗୁଁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା ଏବଂ ତା’ପରେ ତାଙ୍କର ଜୀବନ ଚାଲିଗଲା । ଏହା ‘ବ୍ରିଟିଶ ଶାସନ’ର ଯୁଗ ଥିଲା, କିନ୍ତୁ ଫୁଲମଣିଙ୍କ ମୃତ୍ୟୁ ସମଗ୍ର ଭାରତକୁ ଥରାଇ ଦେଇଥିଲା। ଖବରକାଗଜ, ସାଧାରଣ ସଭା ଏବଂ ଭାଇସରାୟଙ୍କ ପରିଷଦରେ ମଧ୍ୟ ଏହା ଉପରେ ବହୁତ ଆଲୋଚନା ହୋଇଥିଲା। ଲୋକମାନେ ଝିଅମାନଙ୍କ ସୁରକ୍ଷା ପାଇଁ ‘ସମ୍ମତିର ବୟସ(Age of Consent)…

Read More