Author: Sarasinee Subudhi

ରାନିଟିଡିନ୍ ହେଉଛି ଏସିଡିଟି ଏବଂ ଛାତି ପୋଡ଼ା କମାଇବା ପାଇଁ ଏକ ଔଷଧ। ଏହା ଭାରତରେ ଉପଲବ୍ଧ, କିନ୍ତୁ ବିଦେଶରେ ନିଷିଦ୍ଧ। ଏବେ ଡିସିଜିଆଇ(DCGI) ସମଗ୍ର ଦେଶରେ ରାନିଟିଡିନ୍ ଔଷଧର ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। ରାନିଟିଡିନ୍ ହେଉଛି ଏସିଡିଟି ଏବଂ ପେଟ ପୋଡ଼ା କମାଇବା ପାଇଁ ଏକ ଔଷଧ। ଏହା ଭାରତରେ ସହଜରେ ଉପଲବ୍ଧ। ଏହାକୁ ଯେକୌଣସି ମେଡିକାଲ୍ ଷ୍ଟୋରରୁ କିଣାଯାଇପାରିବ। ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା। ସେଥିପାଇଁ ଏସିଡିଟିରେ ପୀଡ଼ିତ ଲୋକମାନେ ଏହାକୁ ବହୁତ ବ୍ୟବହାର କରନ୍ତି। ବିଭିନ୍ନ କମ୍ପାନୀ ଏହାକୁ ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରି କରନ୍ତି। ଭାରତରେ ରାନିଟିଡିନ୍ ଉପଲବ୍ଧ। କିନ୍ତୁ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ ସମେତ ଅନେକ ଦେଶରେ ଏହା ନିଷିଦ୍ଧ। ନୂତନ ଅପଡେଟ୍ ହେଉଛି ଯେ, ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅର୍ଥାତ୍ DCGI ଡକ୍ଟର ରାଜୀବ ସିଂହ ରଘୁବଂଶୀ ସାରାଦେଶରେ ରାନିଟିଡିନ୍ ଔଷଧର ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସିଜିଆଇ…

Read More