Author: Sarasinee Subudhi

ବିହାରର ସୀତାମାଢ଼ିରେ ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରାଧାମ ମନ୍ଦିର ଏବଂ ପରିସରର ସାମଗ୍ରିକ ବିକାଶ ପାଇଁ ମେଗା ଯୋଜନାର ଭୂମିପୂଜନ ସମାରୋହରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୀତାମାଢ଼ି-ଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଜାନକୀ ମନ୍ଦିରର ଡିଜାଇନ୍ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ ରାହୁଲ ଗାନ୍ଧୀଙ୍କୁ ଭୋଟ ବ୍ୟାଙ୍କ ଉପରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ଶାହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ ବିହାର ନିର୍ବାଚନ ପୂର୍ବରୁ ପରାଜୟର କାରଣ ଦେଉଛନ୍ତି। ଏହା ସହିତ, ସେ ଏସଆଇଆର (SIR)କୁ ସମାଲୋଚନା କରିବା ପାଇଁ କଂଗ୍ରେସ ଏବଂ ଆରଜେଡ଼ି (RJD)କୁ ଟାର୍ଗେଟ କରି କହିଥିଲେ ଯେ ଅନୁପ୍ରବେଶକାରୀ କେବେ ଭୋଟ ଦେବାର ଅଧିକାର ପାଇବେ ନାହିଁ। ସେ ପୁନୌରାଧାମ ମନ୍ଦିର ବିଷୟରେ କହିଥିଲେ ଯେ ଏହା କେବଳ ଏକ ମନ୍ଦିର ନୁହେଁ। ଏହା ବିହାର ଏବଂ ମିଥିଳାର…

Read More