Author: Sarasinee Subudhi

କିପରି ପୁରୁଷମାନେ ମହିଳାମାନଙ୍କ ହୃଦୟ ଜିଣି ସେମାନଙ୍କୁ ଆକର୍ଷିତ କରନ୍ତି, ବିଜ୍ଞାନ ଏବଂ ଗବେଷଣା ଏହାର ରହସ୍ୟ ଉନ୍ମୋଚନ କରିଛି। ମହିଳାମାନେ ପ୍ରାୟତଃ ବୟସରେ ବଡ଼ ଏବଂ ଶକ୍ତିଶାଳୀ ତଥା ବୁଦ୍ଧିମାନ ପୁରୁଷମାନଙ୍କୁ ପସନ୍ଦ କରନ୍ତି। ହାଲୁକା ଦାଢ଼ି ଥିବା ପୁରୁଷମାନେ ଆକର୍ଷକ ଦେଖାଯାନ୍ତି। ଦୟାଳୁ ଏବଂ ନମ୍ର ସ୍ଵଭାବର ପୁରୁଷମାନେ ମଧ୍ୟ ମହିଳାମାନଙ୍କୁ ପସନ୍ଦ ହୁଅନ୍ତି। ବିଜ୍ଞାନ ବାରମ୍ବାର ଚେଷ୍ଟା କରିଛି ଯେ ସେ “ଆକର୍ଷଣର ବିଜ୍ଞାନ”କୁ ସମ୍ପୂର୍ଣ୍ଣ ରୂପେ ବୁଝିପାରନ୍ତୁ, କିନ୍ତୁ ଏହାକୁ ଗୋଟିଏ ବାକ୍ୟରେ ବ୍ୟାଖ୍ୟା କରାଯାଇ ପାରିବ ନାହିଁ। “ଆକର୍ଷଣର ନିୟମ” ଉପରେ ଅନେକ ପୁସ୍ତକ ଏବଂ ଲେଖା ଲେଖାଯାଇଛି। ଗବେଷଣା ଅନେକ ତଥ୍ୟ ପ୍ରକାଶ କରିଛି, କିନ୍ତୁ ବିଜ୍ଞାନ କହୁଛି ଏହା ବିଭିନ୍ନ ପରିସ୍ଥିତି ଉପରେ ନିର୍ଭର କରେ। ପ୍ରେମକୁ ବୁଝିବା ଯେତିକି କଷ୍ଟକର, ମହିଳାମାନଙ୍କୁ କେଉଁ ପୁରୁଷ ପସନ୍ଦ ହୁଅନ୍ତି ତାହା ବୁଝିବା ମଧ୍ୟ ସେତିକି କଷ୍ଟ। ତଥାପି, ଏହି ବିଷୟରେ ଅନେକ…

Read More