Author: Sarasinee Subudhi

କେନ୍ଦ୍ର ସରକାର ନୂଆ ବିଧେୟକ ଜରିଆରେ ନେତାମାନଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଧେୟକ ଅନୁସାରେ, ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ୩୦ ଦିନରୁ ଅଧିକ ସମୟ ହିରାସତରେ ରହନ୍ତି, ତେବେ ୩୧ ତମ ଦିନରେ ସେମାନଙ୍କୁ ପଦରୁ ହଟାଇ ଦିଆଯିବ। ଏହି ବିଧେୟକ ସେହି ସାଂସଦମାନଙ୍କ ପାଇଁ ବିପଦ ବଢ଼ାଇବ ଯେଉଁମାନଙ୍କ ବିରୁଦ୍ଧରେ ପୂର୍ବରୁ ଅପରାଧୀ ମାମଲା ରୁଜୁ ହୋଇଛି କିମ୍ବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତୁ, ସାଂସଦମାନଙ୍କର ଅପରାଧୀ ରେକର୍ଡ ବିଷୟରେ ଜାଣିବା। ବର୍ତ୍ତମାନର ଲୋକସଭାରେ ୫୪୩ ଜଣ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଅର୍ଥାତ୍ ୪୬ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଗମ୍ଭୀର ଅପରାଧୀ ମାମଲାରେ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ବୁଧବାର ଦିନ ବିଧେୟକ ଉପସ୍ଥାପନ କରିଛନ୍ତି। ବିଧେୟକ ଅନୁସାରେ, ଯଦି ଏମାନେ ୩୦ ଦିନରୁ…

Read More