Author: Sarasinee Subudhi

୩୦ ଜୁନ ୨୦୨୩ରେ ସାଂସଦ ଶଶି ଥରୁର ଏକ ରୋଚକ ଲେଖାରେ ଲେଖିଥିଲେ, “ଅମୁଲ ବ୍ରାଣ୍ଡ ସହ ମୋ ପରିବାରର ବ୍ୟକ୍ତିଗତ ସଂଯୋଗ ରହିଛି।” ସେ ଲେଖିଥିଲେ, “୧୯୬୧ରେ ଅମୁଲର ବିଜ୍ଞାପନ ଏଜେନ୍ସି ନିଜର ଦୁଗ୍ଧ ପାଉଡର ପାଇଁ ଗୋଟିଏ ଶିଶୁଙ୍କୁ ଖୋଜୁଥିଲା। ସେତେବେଳେ ସେମାନଙ୍କ ସନ୍ଧାନ ମୋ ବାପାଙ୍କ ପାଖରେ ପହଞ୍ଚିଥିଲା। ଏଡ କମ୍ପାନୀ ଏଏସପିର କ୍ରିଏଟିଭ ହେଡ ସିଲଭେଷ୍ଟର ଦା କୁନ୍ହା ମୋ ବାପାଙ୍କୁ ପଚାରିଥିଲେ, ତୁମର ମଧ୍ୟ ଏକ ଛୋଟ ଶିଶୁ ଅଛି, ତାର ଫଟୋ ଦେଖାଅ। ଆଉ ତା’ପରେ ୧୦ ମାସ ବୟସରେ ଶଶି ଥରୁରଙ୍କ ଭଉଣୀ ଶୋଭା ଥରୁର ଶ୍ରୀନିବାସନ ଜଣେ ମଡେଲ ହୋଇଗଲେ। ଶଶି ଥରୁର ଗର୍ବର ସହ କହନ୍ତି ଯେ ମୋ ଭଉଣୀ ଶୋଭା ପ୍ରଥମ ଆମୁଲ ବେବି ହୋଇଥିଲେ। ଏହାପରେ ତାଙ୍କ ଛୋଟ ଭଉଣୀ ସ୍ମିତା ପ୍ରଥମ ରଙ୍ଗୀନ ଅମୁଲ ଶିଶୁ ହେଲେ। ଏବେ ଶୋଭା କ’ଣ କରୁଛନ୍ତି? ଶୋଭା…

Read More