Author: TRUPTIMAYEE SAHOO

ମୃତ୍ୟୁ ପରେ ୩ ଜଣଙ୍କ ପାଖେ ବଞ୍ଚି ରହିଛନ୍ତି ସେ | ଓଡ଼ିଶାର ଏହି ବୀର ପୁଅ କୌଣସି ନାୟକଙ୍କ ଠୁ କମ୍ ନୁହେଁ | ଅଙ୍ଗଦାନ କରି ଏକାଧିକ ପରିବାର ପାଇଁ ପାଲଟିଛନ୍ତି ଅମର | କାଡାଭରିକ ଅସ୍ତ୍ରୋପଚାର ପରେ, ତାଙ୍କର ଦୁଇଟି କିଡନୀ ଭୁବନେଶ୍ୱର ଏମ୍ସକୁ ପଠାଯାଇଥିଲା | ହସ୍ପିଟାଲରେ ଏହାକୁ ପ୍ରତିରୋପଣ କରିବାପରେ ତାହା ତିନି ଜଣଙ୍କ ଜୀବନ ବଞ୍ଚାଇଥିଲା। ସାହସ ଏବଂ କରୁଣାର ଏକ ସ୍ପର୍ଶକାତର କାହାଣୀରେ ଏବେ ଲେଖି ହୋଇଯାଇଛି ଓଡ଼ିଶାର ଅନୁଗୁଳ ଜିଲ୍ଲା ସେରେଣ୍ଡା ଗାଁର ୩୨ବର୍ଷୀୟ ରିତେଶ ପ୍ରଧାନଙ୍କ ନାଁ | ମୃତ୍ୟୁ ପରେ ମଧ୍ୟ ଆଶାର ପ୍ରତୀକ ପାଲଟିଛନ୍ତି ରିତେଶ । ନିଜ ଅଙ୍ଗଦାନ କରି ରିତେଶ ତିନି ଜଣଙ୍କୁ ନୂଆଁ ଜୀବନ ଦେଇଥିଲେ | ପରିବାରର ଏହି ଦୁଃଖଦ ଘଟଣାକୁ ଏକ ମାନବିକତା ଓ ପ୍ରେରଣାଦାୟକ କାର୍ଯ୍ୟରେ ରୂପାନ୍ତରିତ କରିଥିଲେ | ସୂଚନା ଅନୁଯାୟୀ , ମାର୍ଚ୍ଚ୪ ତାରିଖରେ…

Read More