Author: TRUPTIMAYEE SAHOO

ବାଂଲାଦେଶ ବିପକ୍ଷରେ ODI ସିରିଜରେ ପାକିସ୍ତାନର ହୋଇଛି ପରାଜୟ | ଏହାପରେ ପାକିସ୍ତାନକୁ ହେବାକୁ ପଡୁଛି କଠୋର ସମାଲୋଚନାର ସମ୍ମୁଖୀନ | ମୀରପୁରରେ ଖେଳାଯାଇଥିବା ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍ରେ, ବାଂଲାଦେଶ ପାକିସ୍ତାନକୁ ୧୧ରନରେ ପରାସ୍ତ କରି ୨-୧ସିରିଜ୍ ଜିତିଛି । ଏହି ପରାଜୟ ପରେ, ପୂର୍ବତନ ପାକିସ୍ତାନ ୱିକେଟକିପର-ବ୍ୟାଟସମ୍ୟାନ କାମରାନ ଆକମଲ ଦଳ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ PCB ମୁଖ୍ୟ ମୋହସିନ ନକଭିଙ୍କୁ ଟାର୍ଗେଟ କରିଛନ୍ତି । ସେ ମନ୍ତବ୍ୟ ଦେଇଛନ୍ତି , “ଯଦି ତୁମେ ପଡ଼ିଆରେ ମ୍ୟାଚ୍ ଜିତିପାରିବ ନାହିଁ, ତେବେ ତୁମେ ଏବେ ICC ଟ୍ରଫି ଚୋରି କରିବାକୁ ଚେଷ୍ଟା କରିବ?” କାମରାନ ଆକମଲଙ୍କ ତୀବ୍ର ବୟାନ ସିରିଜ ପରାଜୟ ପରେ, କାମରାନ ଆକମଲ ପାକିସ୍ତାନ କ୍ରିକେଟର ଅବସ୍ଥା ସମ୍ପର୍କରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ଦଳର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ନେଦରଲ୍ୟାଣ୍ଡ ଭଳି ଦଳ…

Read More