Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ପୋଥିରେ ୨୦୨୬ ରାଜ୍ୟସଭା ନିର୍ବାଚନ ଏକ ଅଭୂତପୂର୍ବ ଅଧ୍ୟାୟ ଭାବେ ଲିପିବଦ୍ଧ ହେବାକୁ ଯାଉଛି। ଦୀର୍ଘ ୨୬ ବର୍ଷର ନିରଙ୍କୁଶ ଶାସନ ଏବଂ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପ୍ରତିଦ୍ୱନ୍ଦ୍ୱୀ ନେତୃତ୍ୱକୁ ଆଜି ନିଜ ଦଳର ନେତାମାନେ ହିଁ ‘ନାଲି ଆଖି’ ଦେଖାଇଛନ୍ତି। ରାଜ୍ୟସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ଶକ୍ତିଶାଳୀ ଗଡ଼ରେ ଏକ ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଦଳ କ୍ଷମତାରୁ ଚାଲିଗଲା ପରେ ନବୀନଙ୍କ ନେତୃତ୍ୱ କେତେ ଲୋକପ୍ରିୟ ତାହା ସେ ଜାଣିବାକୁ ପାଇଛନ୍ତି। ପୂର୍ବ ଆକଳନ ଅନୁଯାୟୀ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଏବଂ୨୬ ବର୍ଷର ନିରଙ୍କୁଶ ଶାସନ ଏବଂ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପ୍ରତିଦ୍ୱନ୍ଦ୍ୱୀ ନେତୃତ୍ୱକୁ ଆଜି ନିଜ ଦଳର ନେତାମାନେ ହିଁ ‘ନାଲି ଆଖି’ ଦେଖାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ…

Read More