Author: TRUPTIMAYEE SAHOO

ଚୀନ୍ ପରେ, ଭାରତ ହେଉଛି ଏକମାତ୍ର ଦେଶ ଯାହା ପାଇଁ ଇରାନ ହର୍ମୁଜ୍ ପ୍ରଣାଳୀ ଖୋଲିଛି । ଇରାନର ସମ୍ମତିରେ, ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍ ଏବଂ ଗୋଟିଏ ତୈଳ ଟ୍ୟାଙ୍କର୍ ସଫଳତାର ସହ ପାରସ୍ୟ ଉପସାଗରରୁ ବାହାରି ସୁରକ୍ଷିତ ଭାବରେ ଦେଶରେ ପହଞ୍ଚିଛି । ବର୍ତ୍ତମାନ ୨୨ଭାରତୀୟ ଜାହାଜ ଏବଂ ୬୧୧ ନାବିକ ସେହି ଅଞ୍ଚଳରେ ଫସି ରହିଛନ୍ତି । ତଥାପି, ବର୍ତ୍ତମାନ ସୂଚନା ମିଳୁଛି ଯେ ଭାରତ ଆଉ ଏକ କୂଟନୈତିକ ବିଜୟ ହାସଲ କରିବାର ଦ୍ୱାରରେ ଅଛି । ‘ଲଏଡ୍ସ ଲିଷ୍ଟ ଇଣ୍ଟେଲିଜେନ୍ସ’ ଏକ ସାମୁଦ୍ରିକ ତଥ୍ୟ ଏବଂ ଗୁପ୍ତଚର ଫାର୍ମ , ଯାହାକି ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ର କାର୍ଯ୍ୟକଳାପ ସୂଚାଇ ଦିଏ | ତେବେ ଏହା କୁହେକି ଇରାନ ଆହୁରି ଅଧିକ ଭାରତୀୟ ଜାହାଜକୁ ପାରସ୍ୟ ଉପସାଗରରୁ ସୁରକ୍ଷିତ ପଥ ପ୍ରଦାନ କରିପାରେ । ଲଏଡ୍ସ ଲିଷ୍ଟର ସମ୍ପାଦକ ଏ ନେଇ…

Read More